ଜଙ୍ଗଲି ବାଘ ଶିକାର ପାଇଁ ଆଦେଶ ଜାରି କ‌ଲା ତାମିଲନାଡୁ ବନ ବିଭାଗ

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ଜିଲ୍ଲାରେ ଅବସ୍ଥିତ ‘ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ’ ଅଞ୍ଚଳରେ ଦୁଇଜଣ ବ୍ୟକ୍ତି ଓ କିଛି ଗୃହପାଳିତ ଜୀବଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଥିବା ଗୋଟାଏ ଜଙ୍ଗଲି ବାଘ ଶିକାର ପାଇଁ ବନ୍ୟ ବିଭାଗର ଶୀର୍ଷସ୍ତରୀୟ ଅଧିକାରୀ ଆଦେଶ ଜାରି କରିଛନ୍ତି। ‘ଏମ୍‌ଡିଟି ୨୩’ ବୋଲି କୁହାଯାଉଥିବା ଉକ୍ତ ପ୍ରାପ୍ତ ବୟସ୍କ ବାଘଟିକୁ ଆଜି କାବୁ କରିବା ଲାଗି ବନ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ କ୍ଷେତ୍ରର ବିଶେଷଜ୍ଞ ଟିମ୍‌ … Continue reading ଜଙ୍ଗଲି ବାଘ ଶିକାର ପାଇଁ ଆଦେଶ ଜାରି କ‌ଲା ତାମିଲନାଡୁ ବନ ବିଭାଗ